କି କଥା ବୋଇଲେ?
କାହା ସହ କାହା ନାହିଁ କାହା ତାଳମେଳ
ରାଇଜ ଶାସନେ ଏବେ
ଫାଟିକି, ଫୁଟିକି ସବୁ ଦିଶୁଅଛି
ଅତିବ ନିର୍ମଳ ଭାବେ...
ଏତେ ମୁଣ୍ଡିଆଳ ଯେବେ...
କିଏ ବା ଶୁଣିବ କାହା କଥା ଭଲା
ବୋଲ ହେ ଜନତା ତେବେ...
Join our subscribers list to get the latest news, updates and special offers directly in your inbox
କାହା ସହ କାହା ନାହିଁ କାହା ତାଳମେଳ
ରାଇଜ ଶାସନେ ଏବେ
ଫାଟିକି, ଫୁଟିକି ସବୁ ଦିଶୁଅଛି
ଅତିବ ନିର୍ମଳ ଭାବେ...
ଏତେ ମୁଣ୍ଡିଆଳ ଯେବେ...
କିଏ ବା ଶୁଣିବ କାହା କଥା ଭଲା
ବୋଲ ହେ ଜନତା ତେବେ...
Henamanjaree Swain Oct 7, 2025 6163
Rasmita Behera Aug 13, 2025 6148
Rasmita Behera May 2, 2025 6085
Rasmita Behera May 30, 2025 5981
Rasmita Behera Sep 16, 2025 5833
Total Vote: 15
ପୂର୍ବର ବିଜେଡ଼ି ସରକାର