କି କଥା ବୋଇଲେ?
ନେତା ଘରିଘିରି ଚକିରି ଭଳିଆ
ଏ ଖରାତରାରେ ବୁଲି
କ୍ଷମତା ଚଢାର ବଟିକା ଗିଳିକି
ଚାଲନ୍ତି ହେଇଣ ନାଲି...
ବେଳା ପଳେଇଲେ ଚାଲି...
ଫାଆଁ ହେଇକିନା ଉବୁଡେଇ ଯିବେ
ଆହା ଚାରିକାତ ମେଲି...
Join our subscribers list to get the latest news, updates and special offers directly in your inbox
ନେତା ଘରିଘିରି ଚକିରି ଭଳିଆ
ଏ ଖରାତରାରେ ବୁଲି
କ୍ଷମତା ଚଢାର ବଟିକା ଗିଳିକି
ଚାଲନ୍ତି ହେଇଣ ନାଲି...
ବେଳା ପଳେଇଲେ ଚାଲି...
ଫାଆଁ ହେଇକିନା ଉବୁଡେଇ ଯିବେ
ଆହା ଚାରିକାତ ମେଲି...
Ramachandi Prasad Sep 23, 2024 6071
Samir Kumar Rout Jan 8, 2026 5990
Henamanjaree Swain Oct 27, 2025 5895
Ramachandi Prasad Sep 23, 2024 5272
Henamanjaree Swain Nov 27, 2025 5000
Total Vote: 17
ପୂର୍ବର ବିଜେଡ଼ି ସରକାର