ଟ୍ରେନ୍ ରୁ ଉତକ୍ଷେପଣ ହେଲା ଅଗ୍ନି

ଇତିହାସ ରଚିଲା ଡିଆରଡିଓ ।  ଟ୍ରେନରୁ ଉତକ୍ଷେପଣ ହେଲା ଅଗ୍ନି । ପ୍ରତମ ଥର ଟ୍ରେନରୁ ଉତକ୍ଷେପଣ ହେଲା ମିଜାଇଲ୍ ଅଗ୍ନି ପ୍ରାଇମ୍ । ମଧ୍ୟମ ଦୂରଗାମୀ 
ବାଲିଷ୍ଟିକ୍ ମିଜାଇଲ ଅଗ୍ନି ପ୍ରାଇମର ସଫଳ ଉତକ୍ଷେପଣ । ରେଳ ଆଧାରିତ  ମୋବାିଲ ଲଞ୍ଚରରୁ ଉତକ୍ଷେପଣ ହେଲା ।