ବସ୍ କୁ ଧକ୍କା ଦେଲା କାର୍ : ୫ମୃତ
ବସ୍ କୁ ଧକ୍କା ଦେଲା ଟ୍ରକ୍ । ୫ମୃତ ଓ ୧୨ ଗୁରୁତର ଆହତ । କେ.ବଲାଙ୍ଗ ଏନଏଚ୍ ୫୨୦ରେ ମର୍ମନ୍ତୁଦ ଦୁର୍ଘଟଣା । ରାଉରକେଲାରୁ ଆସୁଥିବା ବେଳେ ଟ୍ରକ୍ ସହ ଧକ୍କା । ରାସ୍ତା ଜାମ୍ ଯୋଗୁଁ ବସ୍ ଟି ରଙ୍ଗ୍ ରୁଟ୍ ରେ ଆସୁଥିବା ସୂଚନା ରହିଛି ।