ପାର୍ବଣ ଭିଯାଇପାରେ ଲଘୁଚାପ ଜନିତ ବର୍ଷା : ଆସନ୍ତା ୧ରେ ପୁଣି ଲଘୁଚାପ !

ପାର୍ବଣ ଭିଯାଇପାରେ ଲଘୁଚାପ ଜନିତ ବର୍ଷା : ଆସନ୍ତା ୧ରେ ପୁଣି ଲଘୁଚାପ !

ଭୁବନେଶ୍ଵର :​‌ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଆସନ୍ତା ୧ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା । ୩୦ ତାରିଖରେ ଆଣ୍ତାମାନ୍ ସାଗରରେ ନୂଆ ଘୂର୍ଣ୍ଣିବଳୟ ପ୍ରବେଶ ହୋଇପାରେ । ଏନେଇ, ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।