ବଢିଲା ରବିନ୍ଦ୍ର ଜେନାଙ୍କ ଅଡୁଆ 

ଭୁବନେଶ୍ୱର : ସି-ସୋର ଚିଟଫଣ୍ଡ ଠକେଇ ମାମଲା । ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ଅଡୁଆ ବଢିଛି । ସିବିଆଇ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।
ରବିନ୍ଦ୍ରଙ୍କୁ ହାଜର ହୋଇ ନିଜର ପକ୍ଷ ରଖିବାକୁ ସିବିଆଇ ନୋଟିସ୍ କରିଛି  ।  ପ୍ରଥମେ ଜୁଲାଇ ୩ ଓ ଏହାପରେ ୭ରେ ହାଜର ହେବାକୁ ନୋଟିସ୍ ହୋଇଥିଲା ।