ନବୀନ ନିବାସରେ ଯୁବ ଓ ଛାତ୍ର ବିଜେଡି ଟିମ୍ 

ନବୀନ ନିବାସରେ ଯୁବ ଓ ଛାତ୍ର ବିଜେଡି ଟିମ୍ 


 ଭୁବନେଶ୍ୱର : ଯୁବ ଓ ଛାତ୍ର ବିଜେଡି ଟିମକୁ ନବୀନ ନିବାସରେ ଡାକରା । ଛାତ୍ର ସଭାପତି ଇପସିତା ସାହୁ , ଯୁବ ସଭାପତି ଚିନ୍ମୟ ସାହୁ ଉପସ୍ଥିତ ଥିଲେ । ଯୁବ ଛାତ୍ର ବିଜେଡିର ପଦାଧିକାରୀଙ୍କୁ ମଧ୍ୟ ନବୀନ ନିବାସ ଡାକରା  । ଦେବୀ ତ୍ରୀପାଠି , ବ୍ୟୋମକେଶ ରାୟ, ଦେବାଶିଷ୍ ଆଚାର୍ଯ୍ୟ, ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ।