ବନ୍ଧା ହେଲେ ୩ ହୋମଗାର୍ଡ

ରାୟଗଡ଼ା : ଲୁଟ୍‌ କରି ବନ୍ଧା ହେଲେ ୩ ହୋମଗାଡର଼୍ । ଅଭିଯୋଗ ପରେ ରାୟଗଡ଼ା ଟାଉନ୍‌ ପୁଲିସ୍‌ ୩ ହୋମଗାଡଙ୍କୁ ସମେତ ଆଉ ୭ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ପୋଲିସ୍‌ ଭୟ ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଟଙ୍କା ସହ ସୁନା ଚେନ୍‌ ଲୁଟ କରିଥିଲେ । ପୋଲିସ୍‌ ଭୟ ଦେଖାଇ ଲୁଟ କରିଥିବା ହନେଇ ଥାନାରେ ଅଭିଯୋଗ ପରେ ରାୟଗଡ଼ା ଟାଉନ୍‌ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।