ରାଜଧାନୀରେ ହେବ ଡପଲର ରାଡାର ସିଷ୍ଟମ
ଖୁବ୍ଶିଘ୍ର ରାଜଧାନୀରେ ହେବ ଡପଲର ରାଡାର ସିଷ୍ଟମ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ୱର ଓ ସମ୍ବଲଊପୁରରେ ଖୁବ୍ଶିଘ୍ର ରାଡାର ସିଷ୍ଟମ କାର୍ଯ୍ୟକ୍ଷମ ହେବ । ଭିତ୍ତିଭୂମି କାର୍ଯ୍ୟ ସରିଛି । ଖୁବ୍ କମ ଦିନରେ କାର୍ଯ୍ୟକ୍ଷମ ଆରମ୍ଭ ହେବ । ଯାହାଦ୍ୱାରା ପାଣିପାଗର ନିଖୁଣ ଆକଳନ କରାଯାଇପାରିବ ।