ୟୁଟର୍ଣ୍ଣ ମାରିବାରେ ସରକାର ମାହିର : ଈପସିତା ସାହୁ

ଛାତ୍ର ସଂସଦ ନିର୍ବାଚନ ନେଇ ସରକାରଙ୍କୁ ବିସିଜେଡି ସଭାନେତ୍ରୀଙ୍କ ଟାର୍ଗେଟ । ସରକାର ୟୁଟର୍ଣ୍ଣ ମାରିବାରେ ମାହିର ବୋଲି କହିଛନ୍ତି ସଭାନେତ୍ରୀ ଇପସିତା ସାହୁ । ସରକାର ଇଣ୍ଟରନ୍ୟାସନାଲ୍ ସର୍ଭେ କରି କ୍ୟାମ୍ପସରେ ସ୍ଥିତି ଭଲ ନଥିବା କଥା ଜାଣିଳେଣି । ବାଲେଶ୍ୱର ଘଟଣାରେ ଏବିଭିପି ବ୍ୟାକ୍ଫୁଟରେ । ସରକାର ବି ଦି ପାଦ ପଛରେ । ପୂଜା ଛୁଟି ପୂର୍ବରୁ ନିର୍ବାଚନ ହୁଏ, ଛୁଟି ପରେ ନିର୍ବାଚନ କରିପାରିବେନି । ଏପର୍ଯ୍ୟନ୍ତ ଏକାଡେମିକ କ୍ୟାଲେଣ୍ଡର କରିପାରି ନାହାଁନ୍ତି ନିର୍ବଚନ ରଖିବେ ନା ନାହିଁ । ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଶ୍ରୁତି ଦେଇଥିଲେ , ଆଗାମୀ ଦିନରେ ରାଜରାସ୍ତାକୁ ଯିବୁ ।