ପ୍ରତିଶ୍ରୁତି ବାଣ ଉଡିଯାଏ ଏବେ

ପ୍ରତିଶ୍ରୁତି ବାଣ ଉଡିଯାଏ ଏବେ

ଘନ ଘନ ଘନ ଘନ
ନେତାଙ୍କ ବାରତା ଶୁଣିକି ଲୋକଙ୍କ 
ଛନ ଛନ ଖାଲି ମନ...
ଡେରିକି ଶୁଣ ହେ କର୍ଣ୍ଣ...
ଯାହାବି ଶୁଣୁଚ ସେଇଥେରେ ବୋଳା
ହୁଏ ଏଇଖିଣି ଚୁନ...