କି କଥା ବୋଇଲେ?
ଦଳ ଡେଇଁ ଡେଇଁ ନେତାଏ ଏଇଲେ
ହାଲିଆ, ଅଳସ ହେଇ
ତାତିରେ ତାତିକି ମନ, ଶରୀରକୁ
ଗ୍ୟାଆସ ଖୁଆଇ ଦେଇ...
ମାତିଛନ୍ତି ଘାଇଁ ଘାଇଁ...
ବିଦ୍ରୋହ ଦେଖିଣ ଆଉ କିଛି ନେତା
ହଉଚନ୍ତି ହାଇଁଫାଇଁ...
Join our subscribers list to get the latest news, updates and special offers directly in your inbox
ଦଳ ଡେଇଁ ଡେଇଁ ନେତାଏ ଏଇଲେ
ହାଲିଆ, ଅଳସ ହେଇ
ତାତିରେ ତାତିକି ମନ, ଶରୀରକୁ
ଗ୍ୟାଆସ ଖୁଆଇ ଦେଇ...
ମାତିଛନ୍ତି ଘାଇଁ ଘାଇଁ...
ବିଦ୍ରୋହ ଦେଖିଣ ଆଉ କିଛି ନେତା
ହଉଚନ୍ତି ହାଇଁଫାଇଁ...
Rasmita Behera Sep 3, 2025 5903
Rasmita Behera Nov 8, 2024 5900
Rasmita Behera Jun 2, 2024 5727
Rasmita Behera Aug 13, 2025 5587
Rasmita Behera Jan 19, 2025 5457
Total Vote: 16
ପୂର୍ବର ବିଜେଡ଼ି ସରକାର