କି କଥା ବୋଇଲେ ?

କି କଥା ବୋଇଲେ ?


ନକଲି ଔଷଦ ମାଳମାଳ ଏବେ
ଖାଇଲେ କିଳା ହିଁ କିଳା
ନ ଖାଇଲେ ମଲ ଖାଇଲେ ବି ମଲ
ମାରୁଥାଉ ପଛେ ଶୁଳା...
ଅସାଧୁ ବେପାରୀ ମେଳା..
ସେହି ମେଳାରେ ଯେ ଆହୁରି ବ୍ୟବସ୍ଥା
ପିନ୍ଧାଏ ବରଣ ମାଳା...