ସରକାରଙ୍କ ବଡ ଘୋଷଣା : ଚାଷୀ ପଞ୍ଜୀକରଣ ଅବଧି ବଢିବ
ଯେଉଁ ଚାଷୀ ରହିଗଲେ, ସେମାନଙ୍କ ପାଇଁ ବିଚାର ଚାଲିଛି ଖୁବଶୀଘ୍ର ନିଷ୍ପତି ନିଆଯିବ । କିନ୍ତୁ ପଞ୍ଜୀକରଣ ଅବଧି ବଢିବ । ଏବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ଯେଉଁମାନେ ଚାଷ ଛାଡିଥିଲେ ସେମାନେ ଚାଷ କାର୍ଯ୍ୟ ଫେରୁଛନ୍ତି । ୧୯ ଲକ୍ଷ୍ୟ ୬୬ ହଜାର ଚାଷୀ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଛନ୍ତି. ଯେଉଁମାନେ ସରକାରୀ ଜମି, ଶ୍ମସାନ ଜମି, ମନ୍ଦିର ଜମି ରେଜିଷ୍ଟ୍ରେସନ୍ କରିଥିବେ, ସର୍ଭେ କରି ସେଗୁଡ଼ିକୁ କାଟି ଦିଆଯିବ ।