୯ ବାୟୁସେନା ଅଧିକାରୀଙ୍କୁ ବୀରଚକ୍ର

ଭୁବନେଶ୍ୱର: ଅପରେସନ ସିନ୍ଦୁରରେ ସାହସିକତା ପାଇଁ ପାଇବେ ସମ୍ମାନ । ପାଇଲଟଙ୍କ ସହ ୯ଅଧିକାରୀଙ୍କୁ ମିଳିବ ବୀରଚକ୍ର ସମ୍ମାନ ।  ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ବୀରଚକ୍ର ପାଇବେ । ମୁରିଦକେ ଓ ବାହାୱଲବୁର ଆତଙ୍କୀ ଆଡ୍ଡା ଧ୍ୱଂସ ପାଇଁ ସମ୍ମାନୀତ ହେବେ ।  ୧୩ ବାୟୁସେନା ଅଧିକାରୀ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍ ।