ବିଏମସି ଘଟଣା: ସଞ୍ଜୀବ ମିଶ୍ର ଗିରଫ

ଭୁବନେଶ୍ୱର:  ବିଏମସି ଆଟାକ୍ ଘଟଣାରେ ଚତୁର୍ଥ ଅଭିଯୁକ୍ତ ସଞ୍ଜୀବ ମିଶ୍ର ଗିରଫ । କିଛି ସମୟ ପୂର୍ବରୁ ବିଜେପିରୁ ନିଲମ୍ବିତ ହୋଇଥିଲେ ସଞ୍ଜୀବ । ଏବେ ତାଙ୍କୁ ଗିରଫ କରାଯାଇଥିବାବେଳେ ଆଉ ତିନି ଜଣଙ୍କୁ କାଲି ଗିରଫ କରାଯାଇଥିଲା