ଛତିଶଡରେ ପୁଣି ଏନକାଉଣ୍ଟର : ୩ ମାଓବାଦୀ ନିପାତ

ଛତିଶଗଡରେ ପୁଣି ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ୩ ମାଓବାଦୀ ସଫା । ସୁକୁମା ବିଜାପୁର ସୀମାରେ ଏହି ଗୁଳି ବିନିମୟ ଘଟିଛି । ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩ ମାଓବାଦୀଙ୍କ ନିପାତ ହୋଇଥିବା ସୂଚନା । ଡିଆରଜି , ଏସଟିଏଫ୍, କୋବ୍ରା ବାହିନୀର ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଏବେବି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ସୂଚନା ।