ନବୀନ ଘୋଷଣା କଲେ ବିଜେଡ଼ି ଟିକେଟ୍‌ ?

Naveen Pattanaik

ନବୀନ ଘୋଷଣା କଲେ ବିଜେଡ଼ି ଟିକେଟ୍‌ ?

ଭୁବନେଶ୍ୱର : ବିଜୁ ଜନତା ଦଳ ବିଧାନସଭାର ତାଲିକା ଘୋଷଣା କରିଛନ୍ତି 
ଚିତ୍ରକୋଣ୍ଡା : ଲକ୍ଷ୍ମୀପ୍ରିୟା ନାୟକ
କଣ୍ଟାବାଞ୍ôଝ : ନବୀନ ପଟ୍ଟନାୟକ
ପଦ୍ମପୁର : ବର୍ଷା ସିଂ ବରିହା
କୁଚିଣ୍ଡା : ରାଜେନ୍ଦ୍ର କୁମାର ଛତ୍ରିଆ
ଦେବଗଡ଼ : ଅରୁନ୍ଧତୀ ଦେବୀ
ଅନୁଗୁଳ  : ସଂଯୁକ୍ତା ସିଂ
ନିମାପଡ଼ା : ଦିଲ୍ଲୀପ କୁମାର ନାୟକ
ସାନଖେମୁଣ୍ଡି : ସୁଲକ୍ଷ୍ମା ଗୀତାଞ୍ଜଳୀ ଦେବୀ
ଜୟପୁର : ଡକ୍ଟର ଇନ୍ଦିରା ନନ୍ଦ
ରେଢାଖୋଲ : ପ୍ରସନ୍ନ ଆଚାର୍ଯ୍ୟ
ସମ୍ବଲପୁର : ରୋହିତ ପୂଜାରୀ