ଭିନେଶ ଫୋଗଟ୍‌ ଡିସ୍‌କ୍ୱାଲିଫାଏଡ୍‌ 

ଭିନେଶ ଫୋଗଟ୍‌ ଡିସ୍‌କ୍ୱାଲିଫାଏଡ୍‌ 


ପ୍ୟାରିସ୍‌ ଅଲିମ୍ପିକ୍ସରୁ ଡିସକ୍ୱାଲିଫାଏଡ ହେଲେ ଭିନେଶ ଫୋଗଟ୍‌ ବୋଲି ଘୋଷଣା ହୋଇଛି ।  ଧାର୍ଯ୍ୟଠାରୁ ଅଧିକ ଓଜନ ହୋଇଥିବାରୁ ଏହି ଡସସ୍କବାଲିଫାଏଡ୍‌
ସୂଚନା ମିଳିଛି । ୫୦କେଜିରୁ ସାମାନ୍ୟ ଗ୍ରାମ୍‌ ବେଶୀ ଓଜନ ହୋଇଥିବାରୁ ତାଙ୍କୁ ଡିସକ୍ୱାଲିଫାଏଡ୍‌ କରାଯାଇଛି  । ଆଜି ରାତିରେ ଭିନେଶଙ୍କର ଫାଇନାଲ ମୁକାବିଲା ହେବାର ଥିବାବେଳେ ଏହି ସୂଚନା ଖୁବ୍‌ ଦୁଖଦାୟକ । ୫୦କେଜି ମହିଳା କୁସ୍ତି ବର୍ଗରେ କାଲି ସେ ଫାଇନାଲକୁ ଯାଇଥିଲେ ।