ଓଡ଼ିଆ ଆଇପିଏସଙ୍କୁ ଗୁରୁଦାୟିତ୍ୱ
ଭୁବନେଶ୍ୱର: ଜଣେ ଓଡ଼ିଆ ଆଇପିଏସଙ୍କୁ ଗୁରୁଦାୟିତ୍ୱ ମିଳିଛି । ବରିଷ୍ଠ ଆଇପିଏସ ଅଧିକାରୀ ଆର ଆର ସ୍ୱାଇଁଙ୍କୁ ବଡ଼ ଦାୟିତ୍ୱ ମିଳିଛି । ଆଇପିଏସ ରଶ୍ମୀରଞ୍ଜନ ସ୍ୱାଇଁ ଜମ୍ମୁକାଶ୍ମୀରର ଡିଜିପିଭାବେ ନିଯୁକ୍ତ ହୋଇଛନ୍ତି । ସେ ୨୦୨୪ ସେପ୍ଟେମ୍ବର ଯାଏଁ ଦାୟିତ୍ୱରେ ରହିବେ । ରଶ୍ମୀରଞ୍ଜନ ସ୍ୱାଇଁ ହେଉଛନ୍ତି ୧୯୯୧ ବ୍ୟାଚ ଓଡ଼ିଶା କ୍ୟାଡରର ଆଇପିଏସ ।