ଓପିଆରବିର ଦକ୍ଷତାକୁ ନେଇ ପରୀକ୍ଷାର୍ଥୀ ଦ୍ୱନ୍ଦରେ

ଓପିଆରବିର ଦକ୍ଷତାକୁ ନେଇ ପରୀକ୍ଷାର୍ଥୀ ଦ୍ୱନ୍ଦରେ । ଓପିଆରବି ର ପରୀକ୍ଷାର୍ଥୀ ପରିଚାଳନା ଦକ୍ଷତାକୁ ନେଇ ପରୀକ୍ଷାର୍ଥୀ ଦ୍ୱନ୍ଦରେ । ବରିଷ୍ଠ ପୋଲିସ ଅଧିକାରୀଙ୍କ ଭୂମିକାକୁ ନେଇ ସନେ୍ଦହ କଲେ ପୂର୍ବତନ ଅଧିକାରୀ । କେବଳ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଚାକିରୀ ମିଳିବନି । ଆହୁରି ଦୁଇଟି ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେଲେ ଚାକିରୀ ମିଳିଥାନ୍ତା । ତେଣୁ ଏହା ପଛରେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସମ୍ପୃକ୍ତି ଥାଇପାରେ ।