‘ପୁଷ୍କରା’ ପାଇଲା ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ସମ୍ମାନ

‘ପୁଷ୍କରା’ ପାଇଲା ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ସମ୍ମାନ । ୭୧ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ‘ପୁଷ୍କରା’ ପୁରସ୍କୃତ । ତରଙ୍ଗ ସିନେ ପ୍ରଡକ୍ସନର ‘ପୁଷ୍କରା’କୁ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ସମ୍ମାନ । ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରସ୍କାର ଗ୍ରହଣ କଲେ ଓଟିଭି ନେଟୱାକ ବିଜନେସ୍ ହେଡ୍ ଲିତିଶା ମଙ୍ଗତ୍ ପଣ୍ଡା ।