ପୁଣି ଏକ ଲଘୁଚାପ
ଆସୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ । ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ବର୍ଷା ହେବାର ସମ୍ଭାବନା ରହିଛି । ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡିଶା ନିକଟ ସମୁଦ୍ରରେ ଘୂର୍ଣ୍ଣିର୍ବଳୟ ସୃଷ୍ଟି ହୋଇ ଅଳ୍ପ କିଛି ଘଣ୍ଟା ମଧ୍ୟରେ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବ । ଏହାଦ୍ୱାରା ବର୍ଷାର ପରିମାଣ ବି ବଢିପାରେ ।