ପୂରା ଦେଶରେ ବାଣ ବ୍ୟାନ୍ ହେଉ : ସୁପ୍ରିମକୋର୍ଟ

ପୂରା ଦେଶରେ ବାଣ ବ୍ୟାନ୍ ହେଉ : ସୁପ୍ରିମକୋର୍ଟ

ଦିଲ୍ଲୀରେ ବାଣ ନିଷେଧ ବିରୋଧରେ ଦାଖଲ ଆବେଦନ ଉପରେ ଟିପ୍ପଣୀ । ପ୍ରଦୂଷଣ ନେଇ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠଙ୍କ ଉଦବେଗ । ପ୍ରଦୂଷଣ ବିରୋଧୀ ପଦକ୍ଷେପ କେବଳ ଦିଲ୍ଲୀରେ କାହିଁକି ? ଏଭଳି ପ୍ରଶ୍ନ କରିଛନ୍ତିି ସିଜେଆଇ । ବାଣ ନିଷେଧ ପାଇଁ ଯାହା ବି ନୀତି ଅଛି , ତାହା ସମଗ୍ର ଦେଶରେ ଲାଗୁ ହେବା ଉଚିତ୍ । ସାରା ଦେଶରେ ସମାନ ନୀତି ହେବା ଉଚିତ୍ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।