ଅର୍ଚ୍ଚନା ନାଗଙ୍କ ଘରେ ଇଡି ରେଡ୍
ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ଟିମ୍ ପହଁଞ୍ଚିଛି । ୨୦୨୨ ଅର୍ଥ କାରବାର ମାମଲାରେ ଇଡିର ଛାନଭିନ୍ ଚାଲିଛଇ । ପୂର୍ବରୁ ଘର ଛାଡି ଯିବା ପାଇଁ ଇଡି ନିଦେ୍ର୍ଦଶ ଦେଇଥିବା ବେଳେ ଅର୍ଚ୍ଚନା ନାଗ ଇଡି ନିଦେ୍ର୍ଦଶ ଅବମାନନା କରିଥିବା ସୂଚନା ମିଳିଛି । ଏହି ଅବମାନନା ପରେ ଇଡି ଘର ସିଜ୍ କରିପାରେ ।