ରାଜଧାନୀରେ ଚଢ଼ାଉ : ବେଆଇନ ଭାବରେ ଗର୍ଭପାତ କିଟ
 
                                ଜଧାନୀରେ ବିକ୍ରି ହେଉଛି ବେଆଇନ ଗର୍ଭପାତ କିଟ। ବିନା ଡାକ୍ତରୀ ପ୍ରେସକ୍ରିପସନରେ ମେଡ଼ିସିନ ଷ୍ଟୋରରେ ଏହା ବିକ୍ରି ହେଉଛି। ଯାହାକୁ ନେଇ ମେଡ଼ିସିନ ଷ୍ଟୋରରେ ଚଢ଼ାଉ ହୋଇଛି। ଆଜିକା ସମୟରେ ଗର୍ଭପାତ କରିବା ଏକ ସାଧାରଣ କଥା ହୋଇ ଗଲାଣି। ଲୋକେ ଛୁଆ ଆବଶ୍ୟକ କରୁନଥିଲେ ବଜାରରେ ମିଳୁଥିବା ମେଡ଼ିସିନ ଖାଇ ଗର୍ଭପାତ କରିଦେଉଛନ୍ତି। କିନ୍ତୁ ଏହା ବେଆଇନ ଭାବେ କରିବା ଅନୁଚିତ। ରାଜଧାନୀ ଭୁବନେଶ୍ୱରସ୍ଥିତ ମେଡ଼ିସିନ ଷ୍ଟୋରରେ ବେଆଇନ ଭାବରେ ଗର୍ଭପାତ କରାଯାଉଛି । ବିନା ଡାକ୍ତରୀ ପ୍ରେସକ୍ରିପସନରେ ମେଡ଼ିସିନ ଷ୍ଟୋରରେ ଏହା ଉପଲବ୍ଧ ହେଉଛି। ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
