୨୮ରେ ଭୁବନେଶ୍ବର ଆସିବେ ଅମିତ ଶାହା

୨୮ରେ ଭୁବନେଶ୍ବର ଆସିବେ ଅମିତ ଶାହା

ଭୁବନେଶ୍ୱର: ୨୮ ତାରିଖରେ ଭୁବନେଶ୍ବର ଆସିବେ ଅମିତଶାହା। ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏହି ସୂଚନା ଦେଇଛନ୍ତି। ଏହା ସହ ସେ ଅମିତ ଶାହଙ୍କ ସମ୍ବଲପୁର ଗସ୍ତ ନାହିଁ ବୋଲି କହିଛନ୍ତି। କଳିଙ୍ଗ ଷ୍ଟାଡିୟମ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ଶାହ। ସୂଚନାନୁସାରେ, ଏବେ ଓଡ଼ିଶା କେନ୍ଦ୍ର ଭାଜପା ନେତୃତ୍ୱଙ୍କ ଫୋକସ୍‌ରେ ରହିଛି । ନିକଟରେ ଓ ହୋଇଥିବା ଡିଜିପି ସମ୍ମିଳନୀରେ ତିନିଦିନିଆ ଓ ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଓ ଗସ୍ତରେ ଆସିଥିଲେ । ତେବେ ଏହି ଡିଜିପି ସମ୍ମିଳନୀର ଏକ ମାସ ପରେ ପୁଣିଥରେ ଓ ଗସ୍ତରେ ଆସିବେ ଶାହ ।