ଜଗା ପ୍ରଧାନଙ୍କୁ ଜାମିନ୍
ବଡ ଖବର । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ୍ । ଜାମିନ୍ ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ କୋର୍ଟ । ବିଏମସି ଅଧିକାରୀଙ୍କୁ ମାଡ ଘଟଣାରେ ଆରେଷ୍ଟ ହୋଇଥିଲେ ଜଗା । ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଳିକାରେ ଜାମିନ୍ ମିଳିଛି ।