ଆଜି ରେକର୍ଡ ହୋଇପାରେ ବଳଙ୍ଗା ପୀଡ଼ିତାଙ୍କ ଶେଷ ବୟାନ
ବଳଙ୍ଗା ନାବାଳିକା ପୋଡି ଘଟଣା । ଆଜି ଦିଲ୍ଲୀ ଏମ୍ସରେ ହେବ ପୀଡ଼ିତାଙ୍କ ଶେଷ ଥର ପାଇଁ ବୟାନ ରେକର୍ଡ । ପୁରୀ ଡିଏସପି ଓ ବଳଙ୍ଗା ଥାନା ଅଧିକାରୀ ପୀଡ଼ିତାଙ୍କ ଶେଷଥର ପାଇଁ ବୟାନ ରେକର୍ଡ କରିବେ । ଗତକାଲି ଦିଲ୍ଲୀ ଏମ୍ସ ରେ ୩୦ ମିନିଟ ରୁ ଅଧିକ ସମୟ ଧରି ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ଏହାର ସମ୍ପୂର୍ଣ ଭିଡିଓ ରେକର୍ଡ କରାଯାଇଛି । ଗତକାଲି ତୃତୀୟ ଥର ବୟାନ ରେକର୍ଡ କରାଯାଇଥିଲା । ତିନିଥର ସମାନ କଥା ନିଜ ବୟାନରେ କହିଛନ୍ତି ପୀଡ଼ିତା । ସେପଟେ ଗତକାଲି ପୀଡ଼ିତାଙ୍କ ତୃତୀୟ ଥର ଅସ୍ତ୍ର