ଚୀନ୍‌ର ‘ଗ୍ଲୋବାଲ୍‌ ଟାଇମ୍ସ’ ହେଲା ଭାରତରେ ବ୍ୟାନ୍‌

ଚୀନ୍‌ର ‘ଗ୍ଲୋବାଲ୍‌ ଟାଇମ୍ସ’ ହେଲା ଭାରତରେ ବ୍ୟାନ୍‌

ଭାରତ-ପାକିସ୍ତାନକୁ ନେଇ ଚୀନ୍ ପ୍ରଚାର ପ୍ରସାର କରିବାରୁ ବିରତ ହେଉନାହିଁ ଚୀନ୍‌ । ଭାରତ ବିରୋଧରେ ପ୍ରଚାର ପାଇଁ ଚୀନ୍ ଗ୍ଲୋବାଲ୍ ଟାଇମ୍ସକୁ ବ୍ୟବହାର କରୁଥିଲା ।

ସେଥିପାଇଁ ଭାରତରେ ବ୍ୟାନ୍‌ ହେଲା ଗ୍ଲୋବାଲ୍‌ ଟାଇମ୍ସ । ଗ୍ଲୋବାଲ୍‌ ଟାଇମ୍ସର ଏକ୍ସ ଆକାଉଣ୍ଟ ବ୍ୟାନ୍‌ । ମିଛ ଓ ବିଭ୍ରାନ୍ତିକର ଖବର ପାଇଁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଚୀନ୍‌ର ପ୍ରମୁଖ ଖବର କାଗଜ ହେଉଛି ଗ୍ଲୋବାଲ୍‌ ଟାଇମ୍ସ ।