ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ପିଏମ୍ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ‘ଆପଣଙ୍କ ଦୂରଦୃଷ୍ଟି ସମ୍ପନ୍ନ୍ ନେତୃତ୍ୱ ଭାରତକୁ ନୂତନ ଦିଗଦର୍ଶନ ଦେଇଛି । ଓଡିଶା ସମେତ ସମଗ୍ର ଦେଶରେ ସଫଳତା ସମ୍ଭବ ହୋଇଛି । ମହାପ୍ରଭୁଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା । ଆପଣ ଜାତୀୟ ସେବାର ମହାନ୍ କାର୍ଯ୍ୟକୁ ଆଗକୁ ନିଅନ୍ତୁ ।