କିଏ ହେବେ ବିଜେପିର ନୂଆ ରାଜ୍ୟ ସଭାପତି?
କିଏ ହେବେ ବିଜେପିର ନୂଆ ରାଜ୍ୟ ସଭାପତି? ମନମୋହନ ରିପିଟ୍ ହେବେ ନାଁ ଆଉ କେହି ନୂଆ ଚେହେରା ? ଆଜି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ହେବ । ଦିନ ୧୧ଟାରୁ ଅନରାହ୍ନ ୨ଟା ଭିତରେ ନାମାଙ୍କନପତ୍ର ଦାଖଲ । ଆବଶ୍ୟକ ପଡିଲେ କାଲି ଭୋଟ୍ ହେବ ତାପରେ ଆସିବ ରେଜଲ୍ଟ ।