ଖୋଲିଲା ମା'ମଝିଘରିଆଣୀଙ୍କ ହୁଣ୍ଡି
ଖୋଲିଲା ମାମଝିଘରିଆଣୀଙ୍କ ହୁଣ୍ଡି । ଖୋଲାଗଲା ରାୟଗଡା ଅଧିଷ୍ଠିତ ମା ମଝିଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି । ଅର୍ଥଗଣତି ଆରମ୍ଭ ହୋଇଛି । ବିଭିନ୍ନ ସଂଗଠନର ୨୦୦ ସଦସ୍ୟ ନିୟୋଜିତ ହୋଇଛନ୍ତି । ପୂର୍ବରୁ ଜାନୁଆରୀ ୨୭ତାରିଖରେ ଖୋଲାଯାଇଥିଲା । ହୁଣ୍ଡିରୁ ୯୪ଲକ୍ଷ ୪୯ହଜାର ଟଙ୍କା ସହ ୨୧୭୦ ଗ୍ରାମ୍ ରୁପା ଓ ୯୩ଗ୍ରାମ୍ ରୁପା ମିଳିଥିଲା ।