ଆଠଦିନ ହେଲା ଠିଆ ହୋଇଛି କାର୍ 


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: ଏହି ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥର ନୁଆପଦା ଛକ ନିକଟରେ ଏକ ଫିଗୋ କାର ଆଠଦିନ ହେଲା ଠିଆ ହୋଇଛି । ଓଡ଼ି୦୭ବି-୬୮୪୫ ନି ବିଶିଷ୍ଟ ଫଡ଼ କମ୍ପାନୀର ଫିଗୋ କାରଟି କାହିଁକି ରହିଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରର ମାଲିକ କିଏ ସେଥିରେ କଣ ଅଛି ତାହା ମଧ୍ୟ ଆଲୋଚନାର ବିଷୟ ହୋଇଥିବା ବେଳେ ଦୃବୁର୍ତ୍ତ ଚୋରି କରି ନେଇଆସି ଏଠି ଥୋଇ ଦେଇଥିବାର ମଧ୍ୟ ସନେ୍ଦହ ଉପୁଜିଛି । ରାଜପଥ କଡ଼େ କାରଟି ଠିଆ ହୋଇଥିବା କାର ଉପରେ ପ୍ରଶାସନର ଦୃଷ୍ଟି ନପଡ଼ିବା ଆଶ୍ଚର୍ଯ୍ୟ କରୁଛି ।