ବିଜେଡିର ସହଯୋଗ ଲୋଡିଲା କଂଗ୍ରେସ
ଅନାସ୍ଥା ନେଇ ବିଜେଡିର ସହଯୋଗ ଲୋଡିଲା କଂଗ୍ରେସ । ଆମେ ବିଜେଡିର ସହଯୋଗ ଲୋଡୁଛୁ କହିଲେ ରାମଚନ୍ଦ୍ର କାଡାମ୍ । ସେମାନେ ଅନାସ୍ଥା ଆଣିଲେ ଆମେ ସମର୍ଥନ କରିବୁ କହିଥିଲୁ । ଆମେ ଅନାସ୍ଥା ଆଣିଲେ ବିଜେଡିକୁ ସମର୍ଥନ ଦେବାକୁ ପୂର୍ବରୁ କହିଛୁ ।