ରାଜନୀତି ନକରି ବିତର୍କକୁ ଆସନ୍ତୁ : ଅମର ନାୟକ

ରାଜନୀତି ନକରି ବିତର୍କକୁ ଆସନ୍ତୁ : ଅମର ନାୟକ

ଏଫଏମ୍ କଲେଜ ଘଟଣାର ବିଜେଡିର ଆରୋପର ଜବାବ ରଖିଲା ବିଜେପି । ବିଜେଡିକୁ କାଉଣ୍ଟର କଲେ ବିଜେପି ବିଧାୟକ ଅମର ନାୟକ । ‘୨୫ବର୍ଷର ଶାସନରେ ସରକାର କେଉଁଭଳି ନ୍ୟାୟ ଦେଉଥିଲେ ।’ ମହିଳା ବିରୋଧୀ ଅପରାଧରେ ବର୍ତ୍ତମାନ ସରକାର ଶୂନ୍ୟ ସହନଶୀଳ । ଆସାମୀ ଯିଏ ବି ହେଲେ ଗିରଫ ହେଉଛନ୍ତି, ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉଛି । ଏଭଳି ୧୦୦ଘଟଣାର ଉଦାହରଣ ଅଛି, ରାଜନୀତି ନକରି ବିତର୍କକୁ ଆସନ୍ତୁ ।