ଦିଗପହଣ୍ଡିରେ ପହଁଞ୍ଚିଲା ୬ଓଡିଆ ଶ୍ରମିକଙ୍କ ମୃତଦେହ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶରେ ୬ଓଡିଆଙ୍କ ମୃତୁ୍ୟ ଘଟଣା । ଦିଗପହଣ୍ଡିରେ ପହଁଞ୍ଚିଲା ୬ଓଡିଆ ଶ୍ରମିକଙ୍କ ମୃତଦେହ । ୩ଜଣିଆ ଟିମ୍ ୬ମୃତଦେହ ସହ ଫେରିଲେ । ଗଞ୍ଜାମ ଜିଲ୍ଲାର ୪, ଗଜପତି ଜିଲ୍ଲାର ୨ ଶ୍ରମିକଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲାର ମୃତକ ଦଣ୍ଡ ବାଡତ୍ୟା, ବନମାଳୀ ବେହେରା, ଗଞ୍ଜାମ ମୂସା ଜେନା ଓ ସନ୍ତୋଷ ଗୌଡ । ଗଜପତି ଜିଲ୍ଲାର ୨ମୃତକ ହେଉଛନ୍ତି ଟୁକୁନା ଦଳାଇ ଓ ଭାସ୍କର ବିଶୋଇ ।