୧୨ଘଣ୍ଟାରେ ବାତ୍ୟା ସମ୍ଭାବନା
ଆରବ ସାଗରରେ ପ୍ରଥମ ବାତ୍ୟା । ଚଳିତ ବାତ୍ୟା ଋତୁରେ ପ୍ରଥମ ବାତ୍ୟା ସମ୍ଭାବନା । ଆଗାମୀ ୧୨ଘଣ୍ଟା ମଧ୍ୟରେ ଆରବ ସାଗରରେ ବାତ୍ୟା ସମ୍ଭାବନା । ୨୪ଘଣ୍ଟାରେ ଘନୀଭୂତ ହୋଇ ଗୋଟିଏ ଭୀଷଣ ବାତ୍ୟା ରୂପ ନେଇପାରେ । ଓଡିଶା ଉପରେ ବାତ୍ୟାର କୌଣସି ପ୍ରଭାବ ନାହିଁ ।