ଆମ୍ବ ଗଛରେ ଝୁଲିପଡ଼ିଲେ ରେଭେନ୍ସା ଛାତ୍ରୀ: ଝୁଲନ୍ତା ମୃତଦେହ ଉଦ୍ଧାର

ଉଦଳା ଥାନା ରାଇଦାଣ୍ଡିଆ ଗାଁ ଆମ୍ବ ଗଛରୁ ଛାତ୍ରୀଙ୍କୁ ମୃତଦେହ ମିଳିଛି । ରେଭେନ୍ସାରେ ମୃତା ଛାତ୍ରୀ ପଢ଼ୁଥିବାବେଳେ ୪ ଦିନ ପୂର୍ବେ ଘରକୁ ଆସିଥିଲେ ।  ଛାତ୍ରୀଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଦେଇଛି ପୋଲିସ । ରିପୋର୍ଯ ଆସିବା ପରେ ସତ୍ୟସତ୍ୟ ଜଣାପଡ଼ିବ । ସେପଟେ ପୋଳିସ ବିଭାଗର ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।