୧୩ ଆପ୍ ବିଧାୟକ ବହିଷ୍କୃତ : ଦିଲ୍ଲୀ ବିଧାନସଭାରେ ହାଇଡ୍ରାମା

ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭରୁ ହାଇଡ୍ରାମା । ଉଇଏ ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ଆପ୍ ର ହଙ୍ଗାମା । ଉପରାଜ୍ୟପାଳଙ୍କ ଅଭିଭାଷଣ ବେଳେ ପ୍ରତିବାଦ କରିଛନ୍ତି ଆପ୍ ବିଧାୟକ । ୧୩ ଆପ୍ ବିଧାୟକ ବିଧାନସଭାରୁ ବହିଷ୍କୃତ କରାଯାଇଛି । ଦିନକ ପାଇଁ ବିରୋଧିଦଳ ନେତା ଆତିଶୀ ନିଲମ୍ବିତ କରାଯାଇଛି । ବିଧାନସଭା ପରିସରରେ ଆପ୍ ବିଧାୟକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଭାଗୃହରେ ବିଜେପି ଓ ଆପ ନେତା ନାରାବାଜି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବିରୋଧି ଦଳ ନେତା ଅତିଶି ମାର୍ଲେନା ବିରୋଧ ପ୍ରଦର୍ଶନ କରିବାକୁ ତାଙ୍କୁ ମଧ୍ୟ ବାଚସ୍ପତି ଦିନକ ପାଇଁ ନିଲମ୍ବିତ କରିଛନ୍ତି ।