ଭୁବନେଶ୍ୱରରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱରରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର: ରାଜଧାନୀରେ ନକଲି ଡାକ୍ତର । ଭୁବନେଶ୍ୱରୁ ଜଣେ ନକଲି ଡାକ୍ତରଙ୍କୁ ପୁଲିସ ଗିରଫ କରିଛି । ଗିରଫ ଜଣଙ୍କ ହେଲେ  ଅଜୟ କାଣ୍ଡି । ତାଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି । ଗିରଫ ନକଲି ଡାକ୍ତର ବାଇକ ଆମ୍ବୁଲାନ୍ସରେ ବୁଲି ଔଷଧ ବିକି ଲୋକଙ୍କୁ ଠକୁଥିଲେ । ଓଜନ ହ୍ରାସ, କ୍ୟାନସର, ଗୋରାପଣ ପାଇଁ ବିଭିନ୍ନ ଔଷଧ ସେ ଦେଉଥିଲେ ।