ପୁରୀ ବାଣ ବିସ୍ଫୋରଣ ଘଟଣାରେ ଶୋକ ପ୍ରକାଶ କଲେ ଦ୍ରୌପଦୀ ମୁ୍ର୍ମୁ
Join our subscribers list to get the latest news, updates and special offers directly in your inbox
ନୂଆଦିଲ୍ଲୀ: ପୁରୀ ଶ୍ରୀକ୍ଷେତ୍ରରେ ଭଉଁରୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରୋ ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ପୁରୀରେ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଜାଣି ମୁଁ ଖୁବ୍ ଦୁଃଖିତ । ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆରୋଗ୍ୟ କାମନା କରୁଛି ।
Rasmita Behera Mar 18, 2025 5815
Rasmita Behera Jul 24, 2024 5936
Rasmita Behera Mar 17, 2025 5115
Rasmita Behera Nov 28, 2024 5770
Rasmita Behera Aug 20, 2024 3761
Rasmita Behera Sep 29, 2024 7243
Henamanjaree Swain Oct 23, 2025 6109
Samir Kumar Rout Jan 20, 2026 6035
Rasmita Behera Sep 3, 2025 5928
Rasmita Behera Nov 18, 2024 5617
Total Vote: 17
ପୂର୍ବର ବିଜେଡ଼ି ସରକାର