ବିଦ୍ୟୁତ୍ ଠିକାଦାରଙ୍କ ଘରେ ଚଢ଼ାଉ
ଯାଜପୁର : ଯାଜପୁର ଜିଲା ହାଟପାଟଣା ଅଞ୍ଚଳରେ କରାଯାଇଛି ଆଇଟି ରେଡ୍ । ବିଦ୍ୟୁତ୍ ଠିକାଦାର ଧରଣୀ ସାହୁଙ୍କ ବାସଭବନରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ୪ଜଣିଆ ଆଇଟି ଟିମ୍ ପକ୍ଷରୁ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି।