ଆଜି ଉପରାଷ୍ଟ୍ରପତି ନିର୍ବାଚନ : ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି

ଆଜି ଉପରାଷ୍ଟ୍ରପତି ନିର୍ବାଚନ : ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି

ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସି.ପି ରାଧାକ୍ରୀଷ୍ଣନ ଓ ବି.ସୁଦର୍ଶନ ରେଡ୍ଡିଙ୍କ ମଧ୍ୟରେ ଚାଲିଛି କଡ୍ଡା ଟକ୍କର । ଏହି ନିର୍ବାଚନ ପରେ ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି ।  ଜଗଦୀପ ଧନଖଡଙ୍କ ସ୍ଥାନ କିଏ ନେବେ? ତାହାକୁ ନେଇ ବଢିଚାଲିଛି ଉକ୍ରଣ୍ଠା । ମୈଦାନରେ ଏନଡିଏ ପ୍ରୀାର୍ଥୀ ସିପି ରାଧାକ୍ରୀଷ୍ଣନ୍ ଓ ଇଣ୍ଡିମେଣ୍ଟ ପ୍ରାର୍ଥୀ ଜଷ୍ଟିସ୍ ବି.ସୁଦର୍ଶନ ରେଡ୍ଡି । ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ । ସଂସଦ ଭବନରେ ପ୍ରଥମ ଭୋଟ୍ ଦେଲେ ନରେନ୍ଦ୍ର ମୋଦୀ ।