ଶିକ୍ଷକଙ୍କ ଉପରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଛାଟ

ବୌଦ୍ଧ:  ରାଜନୈତିକତି କାର୍ୟ୍ୟ ରେ ସାମିଲହେବାରୁ ଶିକ୍ଷକଙ୍କ ଉପରେ ହୋଇଛି କାର୍ୟ୍ୟାନୁଷ୍ଠାନ ।  କଣ୍ଟାମାଳଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ନିର୍ବାଚନ ମଣ୍ଡଳୀ ବାହାରକୁ ବଦଳି କରାଯାଇଛି ।ରାଜନୈତିକ କାର୍ୟ୍ୟ କ୍ରମରେ ସାମିଲ ନେଇ ଅଭିଯୋଗ ଆସିବା ପରେ ଗତ ୧୩ ତାରିଖରେ ଗୋବର୍ଦ୍ଧନଙ୍କ ବଦଳି ପାଇଁ ଜିଲ୍ଲା  ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଏହାପରେ ଗୋବର୍ଦ୍ଧନଙ୍କୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ମଥୁରା ପଞ୍ଚାୟତ  ହାଇସ୍କୁଲ କେ।ଟାକୁ ବଦଳି କରାଯାଇଛି ।
ଏହା ପୂର୍ବରୁ ରାଜନୈତିକ ରାଲିରେ ଯୋଗଦେବା ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା ।