କୌଣସି ଦଳ ପାଇଁ ପକ୍ଷପାତିତା କରେ ନାହିଁ ନିର୍ବାଚନ କମିଶନ
ନିର୍ବାଚନ କମିଶନ କୌଣସି ଦଳ ପାଇଁ ପକ୍ଷପାତିତା କରେ ନାହିଁ । ସବୁ ଦଳ କମିଶନ ପାଇଁ ସମାନ ବୋଲି ଆଜି ପ୍ରେସମିଟରେ କହିଛନ୍ତି ନିର୍ବାଚନ କମିଶନ । କଂଗ୍ରେସର ଭୋଟ ଚୋରି ଘଟଣା ବା ପ୍ରସଙ୍ଗକୁ ମଧ୍ୟ ସେ ନିନ୍ଦା କରିଛନ୍ତି । ସର୍ବଦା କମିଶନ ଲୋକଙ୍କ ସହ ଛିଡ଼ା ହୋଇଛି ବେଲି ମୁଖ୍ୟ ନିର୍ବାଚନ କମିଶନର ଜଣାଇଛନ୍ତି । କମିଶନ କାହାକୁ ଡରେନି ଓ ନିର୍ଭୀକ ଭାବରେ ଛିଡା ହୋଇଥିବା କଥା ମଧ୍ୟ ମୁଖ୍ୟ ନିର୍ବାଚନ କମିଶନ ଜଣାଇଛନ୍ତି ।