ହଂସିତା ଅଭିଲିପସାଙ୍କ ଅଡୁଆ ବଢିଲା : ଥାନାରେ ଆଉ ଏକ ମାମଲା ରୁଜୁ

ବଢିଲା ହଂସିତା ଅଭିଲିପସାଙ୍କ ଅଡୁଆ । ଭୁବନେଶ୍ବର ଇନଫୋସିଟି ଥାନାରେ ରୁଜୁ ହେଲା ଆଉ ଏକ ନୂଆ ମାମଲା । ଇନଫୋସିଟି ଥାନାରେ ହଂଶିତାଙ୍କ ନାଁରେ ଯୋଡ଼ି ହେଲା ଆଉ ଏକ ମାମଲା । କେସ ନମ୍ୱର ୧୧ରେ ମାମଲା ରୁଜୁ କରାଯାଇଛି । ଏହାପରେ ଜେଏମ୍ଫେସି-୨ କୋର୍ଟରେ ହାଜର ହୋଇଛନ୍ତି ହଂସିତା । କୋର୍ଟରେ ହଂସିତାଙ୍କୁ ମାମଲା ସମ୍ବନ୍ଧରେ ଅବଗତ କରାଯାଇଛି ।