ଜାଣନ୍ତୁ ହୃଦଘାତର ଏହି ଲକ୍ଷଣ!

ଜାଣନ୍ତୁ ହୃଦଘାତର ଏହି  ଲକ୍ଷଣ!

ବର୍ତ୍ତମାନ ସମୟରେ ହୃଦଘାତର ଅନେକ ମାମଲା ସାମ୍ନାକୁ ଆସୁଛି। କମ୍‌‌ ବୟସର ଲୋକେ ମଧ୍ୟ ଏହାର ଶିକାର ହେଉଛନ୍ତି। ହୃଦଘାତ ହେବା ପୂର୍ବରୁ ଆରମ୍ଭରୁ କିଛି ଲକ୍ଷଣ ଦେଖାଯାଏ। ଯାହାକୁ ଅଧିକାଂଶ ଲୋକେ ଅଣଦେଖା କରନ୍ତି। ଏହି ସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ସହ ନିଶ୍ଚୟ ପରାମର୍ଶ କରନ୍ତୁ..
ଛାତିରେ ଭାରୀପଣ ଅନୁଭବ ହେବା।
ଛାତିରେ ହାଲ୍‌‌କା କିମ୍ବା ଅଧିକ ଯନ୍ତ୍ରଣା ହେବା।
ଅଧିକ ବ୍ୟସ୍ତତା ଅନୁଭବ ହେବା ସହ ଝାଳ ନିର୍ଗତ ହେବା।
କାନ୍ଧରେ ଅତ୍ୟଧିକ ଯନ୍ତ୍ରଣା ସହ ଚେତାଶୂନ୍ୟ ହେବା।
ଦାନ୍ତ ମାଢିରେ ଓ ହାତରେ ଅତ୍ୟଧିକ ଯନ୍ତ୍ରଣା ହେବା।
ଶରୀର ଅଧିକ ସମୟ ଥଣ୍ଡା ରହିବା।
ଅଣ୍ଟାରେ ଯନ୍ତ୍ରଣା ସହ ଅତ୍ୟଧିକ ବାନ୍ତି ହେବା।
ଥଣ୍ଡା ଝାଳ ନିର୍ଗତ ହେବା।