ହିଟୱେଭ କ’ଣ ?

ହିଟୱେଭ କ’ଣ ?

 ଯେତେବେଳେ ବାୟୁମଣ୍ଡଳ ଶୁଷ୍କ ବାୟୁରେ ଆଚ୍ଛାଦିତ ହୋଇଯାଏ, ସେତେବେଳେ ସୂର୍ଯ୍ୟଙ୍କ ତାତି ପ୍ରଚଣ୍ଡ ଅନୁଭୂତ ହୋଇଥାଏ  ।  ଜଳବାୟୂ ପରିବର୍ତ୍ତନ ପାଇଁ ୧୯୫୦ ଦଶକରୁ ସାରା ବିଶ୍ୱରେ ଗ୍ରୀଷ୍ମ ପ୍ରବାହର ଦିନ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି  । ହିଟୱେଭର ସଂଜ୍ଞା ବିଭିନ୍ନ ଅଞ୍ଚଳ ପାଇଁ ଭିନ୍ନଭିନ୍ନ ହୋଇଥାଏ  । ହାରାହାରି ତାପମାତ୍ରା ଠାରୁ ଯେତେବେଳେ ସେହି ଅଞ୍ଚଳର ତାପମାତ୍ରା ବହୁମାତ୍ରାରେ ବଢ଼ିଯାଏ ସେତେବେଳେ ତାହାକୁ ଗ୍ରୀଷ୍ମ ଲହର ବୋଲି କୁହାଯାଏ  । ଅର୍ଥାତ ଗରମ ଜଳବାୟୁରେ ହିଟୱେଭର ସଂଜ୍ଞା ଓ ଥଣ୍ଡା ଜଳବାୟୁରେ ହିଟୱେଭର ସଂଜ୍ଞା ଭିନ୍ନ ଭିନ୍ନ ହୋଇଥାଏ  ।