ଦେଶର ପାୱାରଫୁଲ୍ ବାବୁ କିଏ ଜାଣନ୍ତୁ ?
india today survey power list

ଇଣ୍ଡିଆ ଟୁଡେ଼ର ସର୍ଭେ ଅନୁଯାୟୀ ଦେଶର ପାୱାରଫୁଲ ବାବୁ ତାଲିକାରେ ସର୍ବାଗ୍ରେ ରହିଛନ୍ତି ପ୍ରମୋଦ କୁମାର ମିଶ୍ର । ସେ ଏବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଛନ୍ତି ।
ଏବେ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
୧. ପ୍ରମୋଦ କୁମାର ମିଶ୍ର
୨. ଅଜିତ୍ ଡୋଭାଲ
୩. ଶକ୍ତିକାନ୍ତ ଦାସ
୪. ସିଜେଆଇ ଧନଞ୍ଜୟ ଚନ୍ଦ୍ରଚୂଡ଼
୫. ଟିଭି ସୋମନାଥନ୍
୬. ରାହୁଲ ନବୀନ
୭. ପ୍ରବୀଣ ସୁଡ଼
୮. ବିଭିଆର ସୁବ୍ରମଣ୍ୟମ୍
୯. ଜେନେରାଲ ଅନୀଲ ଚୌହ୍ୱାନ
୧୦. ଅରବିନ୍ଦ ପାନାଗାରିଆ